ଓଡିଶା

odisha

ETV Bharat / city

ସିଲଭରସିଟିରେ ଦେଶୀ ମହୁଲି ବିକ୍ରି: ୪ ଜଣଙ୍କୁ ଗିରଫ କଲା ପୋଲିସ

ଅପମିଶ୍ରତ ଦେଶୀ ମହୁଲି ଜବତ କରିବା ସହ ଚାରି ଅଭିଯୁକ୍ତକୁ ଗିରଫ କରିଛି ମଙ୍ଗଳବାଗ ଥାନା ପୋଲିସ । ଅଧିକ ପଢନ୍ତୁ

By

Published : Jan 28, 2022, 10:42 PM IST

ସହରରେ ଦେଶୀ ମହୁଲି ବିକ୍ରି: ୪ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
ସହରରେ ଦେଶୀ ମହୁଲି ବିକ୍ରି: ୪ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ

କଟକ: ଅପମିଶ୍ରତ ଦେଶୀ ମହୁଲି ଜବତ କରିବା ସହ ଚାରି ଅଭିଯୁକ୍ତକୁ ଗିରଫ କରିଛି ମଙ୍ଗଳବାଗ ଥାନା ପୋଲିସ । ଗିରଫ ହୋଇଥିବା ଚାରି ଅଭିଯୁକ୍ତ ହେଉଛନ୍ତି ଲୋକନାଥ ମହାନ୍ତି, ବିସ୍ମୟ ସାହୁ, ଉମାପ୍ରସାଦ ବେହେରା ଓ ସୁରଜକୁମାର ସାହୁ ।

ସହରରେ ଦେଶୀ ମହୁଲି ବିକ୍ରି: ୪ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ

ବୋଷ କ୍ୟାମ୍ପସ ଓ ହାଡ଼ିଆ ପଠାରେ ଏମାନେ ଅପମିଶ୍ରିତ ମହୁଲି ମଦ ବିକ୍ରି କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନେ ଆଠଗଡ ଅଞ୍ଚଳରୁ ମଦ ଆଣି କଟକ ସହରର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details