ଓଡିଶା

odisha

ETV Bharat / city

‘ଲୋକେ ସଚେତନ ହେଲେ ହିଁ ସଂକ୍ରମଣକୁ ରୋକା ଯାଇପାରିବ’ - ସିଏମସି ନ୍ୟୁଜ

ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଘୋଷଣା କଲା ସିଏମସି ।

ଲୋକେ ସଚେତନ ହେଲେ ହିଁ ସଂକ୍ରମଣକୁ ରୋକା ଯାଇ ପାରିବ:ଡେପୁଟି କମିଶନର ସିଏମସି
ଲୋକେ ସଚେତନ ହେଲେ ହିଁ ସଂକ୍ରମଣକୁ ରୋକା ଯାଇ ପାରିବ:ଡେପୁଟି କମିଶନର ସିଏମସି

By

Published : Jul 4, 2020, 5:16 PM IST

କଟକ: ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଘୋଷଣା କଲା ସିଏମସି । ଶୁକ୍ରବାର 10ରୁ ଉର୍ଦ୍ଧ୍ବ ପିଜିଟିଭ କେସ ଆସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ସମସ୍ତଙ୍କୁ ଘରେ ରହିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ ।

ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଘୋଷଣା କଲା ସିଏମସି

ଯେଉଁମାନେ କୋରୋନା ପିଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ସ୍ବାବ ଟେଷ୍ଟ କରାଯିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ଅଭିନାଶ ରାଉତ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ସମୟ ଆସି ଯାଇଛି ଲୋକେ ନିଜେ ସଚେତନ ହେଲେ ଏହି ସଂକ୍ରମଣକୁ ରୋକାଯାଇ ପାରିବ ।

ଲୋକେ ସଚେତନ ହେଲେ ହିଁ ସଂକ୍ରମଣକୁ ରୋକା ଯାଇ ପାରିବ:ଡେପୁଟି କମିଶନର ସିଏମସି

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details