କଟକ: ନିର୍ମାଣ ଶ୍ରମିକଙ୍କୁ ନେଇ ଆଉ ଅଣଦେଖା କରନି ସରକାର । ଏଯାବତ 30 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ନ୍ୟାର୍ଯ୍ୟ ଦାବି ମିଳି ପାରିନାହିଁ । ସ୍ୱାର୍ଥ ପାଇଁ ସରକାର ଏଯାବତ ଶ୍ରମିକଙ୍କୁ ଦେଉ ନାହାଁନ୍ତି ନଜର । ଏହାଛଡା ଅନେକ ଶ୍ରମିକ ପଞ୍ଜିକୃତ ହୋଇ ପାରିନାହାଁନ୍ତି । ତେବେ ଏନେଇ ଆଜି କଟକ ଶ୍ରମ କାର୍ଯ୍ୟାଳୟ ଅଧକାରୀଙ୍କ ଜରିଆରେ 10 ଦଫା ଦାବି ଜଣାଇଛି ନିର୍ମାଣ ମଜଦୁର ସଂଘ ।
ନିର୍ମାଣ ଶ୍ରମିକଙ୍କୁ କେବେ ମିଳିବ ନ୍ୟାୟ ? - majdur sangha protest
ନିର୍ମାଣ ଶ୍ରମିକଙ୍କୁ ନେଇ ଆଉ ଅଣଦେଖା କରନି ସରକାର । ଏଯାବତ 30 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ନାର୍ଯ୍ୟ ଦାବି ମିଳି ପାରିନାହିଁ । ଏସମସ୍ତ ସମସ୍ୟା ନେଇ ଆଜି କଟକ ଶ୍ରମ କାର୍ଯ୍ୟାଳୟ ଅଧକାରୀଙ୍କ ଜରିଆରେ 10 ଦଫା ଦାବି ଜଣାଇଛି ନିର୍ମାଣ ମଜଦୁର ସଂଘ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ନିର୍ମାଣ ଶ୍ରମିକଙ୍କୁ କେବେ ମିଳିବ ନ୍ୟାୟ
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ