କଟକ: ଆସନ୍ତା ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର କାର୍ଯ୍ୟ ବନ୍ଦ ରହିବ । କଟକରେ ଜାରି ସଟଡାଉନ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଏହି ଦିନ ଗୁଡ଼ିକରେ ଧାର୍ଯ୍ୟ ମାମଲାର ଶୁଣାଣିକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।
କଟକରେ ଲକଡାଉନ: ଜୁଲାଇ ୬ରୁ ୮ ହାଇକୋର୍ଟ ବନ୍ଦ
ଆସନ୍ତା ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର କାର୍ଯ୍ୟ ବନ୍ଦ ରହିବ । କଟକରେ ଜାରି ସଟଡାଉନ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଏହି ଦିନ ଗୁଡ଼ିକରେ ଧାର୍ଯ୍ୟ ମାମଲାର ଶୁଣାଣିକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ...
କଟକରେ ଲକଡାଉନ: ଜୁଲାଇ ୬ରୁ ୮ ହାଇକୋର୍ଟ ବନ୍ଦ
ଅନ୍ୟ ପକ୍ଷରେ ଆସନ୍ତା ୯ ତାରିଖରେ ହେବାକୁ ଥିବା ଶୁଣାଣିକୁ ମଧ୍ୟ ଅନ୍ୟ ଦିନରେ ଶୁଣାଣି କରାଯିବ । ତେବେ ୬ ତାରିଖର ମାମଲାଗୁଡିକୁ ୯ ତାରିଖରେ ଶୁଣାଣି କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ