ଓଡିଶା

odisha

ETV Bharat / city

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ - ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ।

kunduli gangrape
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Dec 16, 2019, 3:28 PM IST

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ। ମୁଦା ଲଫାପାରେ ହାଇକୋର୍ଟରେ ଆଜି(ସୋମବାର) ଏସଆଇଟି ରିପୋର୍ଟ ଦାଖଲ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ଏସଆଇଟି ହାଇକୋର୍ଟଙ୍କୁ ଏକ ସପ୍ତାହ ସମୟ ମାଗିଥିଲେ । ତେବେ କୋର୍ଟ ଏହାକୁ ଗ୍ରହଣ କରି ଡିସେମ୍ବର ୨୩ ପର୍ଯ୍ୟନ୍ତ ଏସଆଇଟିକୁ ସମୟ ଦେଇଛନ୍ତି ।

ସୂଚନାଯୋଗ୍ୟ କୁନ୍ଦୁଲି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଥିଲା। ୩ ରେଞ୍ଜର ଓ ୩ ଜଣିଆ ଡ଼ିଆଇଜିଙ୍କୁ ନେଇ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ। ଡିସେମ୍ବର ୨୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details