ଓଡିଶା

odisha

ETV Bharat / city

ବେକରେ ଗୁଡି ସୂତା ଲାଗି ଯୁବକ ଗୁରୁତର - ବେକରେ ଲାଗିଲା ଗୁଡି ସୂତା

କଟକ ଜଗତପୁର ନିକଟରେ ଅଘଟଣ । ବେକରେ ଗୁଡି ସୂତା ଲାଗି ଜଣେ ଯୁବକ ଆହତ । ଅଧିକ ଖବର ପଢନ୍ତୁ...

ବେକରେ ଗୁଡି ସୂତା ଲାଗି ଯୁବକ ଗୁରୁତର
ବେକରେ ଗୁଡି ସୂତା ଲାଗି ଯୁବକ ଗୁରୁତର

By

Published : Dec 17, 2019, 2:43 PM IST

କଟକ: ଜଗତପୁର ନିକଟରେ ଅଘଟଣ । ବେକରେ ଗୁଡି ସୂତା ଲାଗି ଜଣେ ଯୁବକ ଆହତ । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି । ଆହତ ହୋଇଥିବା ଯୁବକଙ୍କ ନାମ ମନୋରଞ୍ଜନ ସାହୁ । ତାଙ୍କ ଘର ଛତିଆ ଯାଜପୁର ଅଞ୍ଚଳରେ ।

ବେକରେ ଗୁଡି ସୂତା ଲାଗି ଯୁବକ ଗୁରୁତର

ସେ ଜଗତପୁର ଦେଇ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଜଗତପୁର ଖଣ୍ଡେଇ ପଡିଆ ନିକଟରେ ତାଙ୍କ ବେକରେ ଗୁଡ଼ି ସୂତା ଲାଗି ଯାଇଥିଲା । ଫଳରେ ସେ ଆହତ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details