ଓଡିଶା

odisha

ETV Bharat / city

ସଂଜୟ କୁମାର ମିଶ୍ର ହେଲେ ହାଇକୋର୍ଟର ନୂଆ ବିଚାରପତି - Justice Sanjay Kumar Mishra appointed as a new judge

ସଂଜୟ କୁମାର ମିଶ୍ର ହେଲେ ଓଡିଶା ହାଇକୋର୍ଟର ନୂଆ ବିଚାରପତି । ଅଧିକ ପଢନ୍ତୁ

ସଂଜୟ କୁମାର ମିଶ୍ର
ସଂଜୟ କୁମାର ମିଶ୍ର

By

Published : Jun 3, 2022, 8:33 PM IST

ନୂଆଦିଲ୍ଲୀ: ସଂଜୟ କୁମାର ମିଶ୍ର ହେଲେ ଓଡିଶା ହାଇକୋର୍ଟର ନୂଆ ବିଚାରପତି ।

ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ବିଚାରପତି ପାଇଁ ସଞ୍ଜୟ କୁମାର ମିଶ୍ରଙ୍କ ନାଁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ ।

ABOUT THE AUTHOR

...view details