କଟକ:ଆଉ କିଛି ସମୟର ବ୍ୟବଧାନ ପରେ ଆରମ୍ଭ ହେବ ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦ ମ୍ୟାଚ୍ । ଏହି ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉଭୟ ଦେଶର କ୍ରିକେଟର । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ବର ମେ ଫେୟାର ହୋଟେଲରୁ ୪.୩୫ ସମୟରେ ଦୁଇଦେଶର ବସ୍ ବାହାରିଥିଲା ।
Ind vs SA 2nd T20: ବାରବାଟୀରେ ପହଞ୍ଚିଲେ ଦୁଇଦେଶର ଖେଳାଳି
ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉଭୟ ଦେଶର କ୍ରିକେଟର । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ବର ମେ ଫେୟାର ହୋଟେଲରୁ ୪.୩୫ ସମୟରେ ଦୁଇଦେଶର ସ୍ବତନ୍ତ୍ର ବସ୍ ବାହାରିଥିଲା । ଅଧିକ ପଢ଼ନ୍ତୁ
Ind vs SA 2nd T20: ବାରବାଟୀରେ ପହଞ୍ଚିଲେ ଦୁଇଦେଶର ଖେଳାଳି
ଦର୍ଶକଙ୍କ ପାଇଁ ଅପରାହ୍ଣ ୩ଟାରୁ ବାରବାଟୀ ଷ୍ଟାଡିୟମ ଗେଟ୍ ଖୋଲାଯାଇଛି । କଡ଼ା ଯାଞ୍ଚ ପରେ ଦର୍ଶକଙ୍କୁ ଗ୍ୟାଲେରୀ ଭିତରକୁ ଛଡ଼ା ଯାଉଛି । ଏହାରି ମଧ୍ୟରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କ ସ୍ବତନ୍ତ୍ର ବସ୍ ବାରବାଟୀରେ ପହଞ୍ଚିଛି ।
ସନ୍ଧ୍ୟା ୬.୩୦ ବେଳେ ମ୍ୟାଚ୍ ପାଇଁ ଟସ୍ ପଡ଼ିବ । ଏହାପରେ ସନ୍ଧ୍ୟା ୭ଟା ବେଳେ ମ୍ୟାଚ୍ ଆରମ୍ଭ ହେବ ।