ବଢିଲା ବସ ଭଡା: ଜାଣନ୍ତୁ କେତେ ଥିଲା, କେତେ ହେଲା ?
ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସରେ ୬ ପଇସା ବୃଦ୍ଧି ପାଇଛି। ଡିଜେଲଦର ବୃଦ୍ଧି ପରେ ଏହି ଭଡା ବୃଦ୍ଧି ହୋଇଛି । ଅଟୋମେଟିକ ମେକାନିଜିମ ମାଧ୍ୟମରେ ଏହି ଭଡା ବୃଦ୍ଧି ହୋଇଛି ।
increased-bus-fares-find-the-calculation
କଟକ: ପୁଣି ବଢ଼ିଲା ବସ ଭଡା । ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସରେ ୬ ପଇସା ବୃଦ୍ଧି ପାଇଛି । ଡିଜେଲଦର ବୃଦ୍ଧି ପରେ ଏହି ଭଡା ବୃଦ୍ଧି ହୋଇଛି । ଅଟୋମେଟିକ ମେକାନିଜିମ ମାଧ୍ୟମରେ ଏହି ଭଡା ବୃଦ୍ଧି ହୋଇଛି । ସାଧାରଣ ୬୭ ପଇସାରୁ ବଢି ୭୦ ପଇସା ହୋଇଛି।