ଓଡିଶା

odisha

ETV Bharat / city

ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ - ଗବେଷଣା ଉପରେ ଆଗ୍ରହ ରଖ

ବହିରୁ ପାଠ ପଢି ପରୀକ୍ଷା ଦେଇ ମାର୍କ ରଖିବା ଅପେକ୍ଷା ଗବେଷଣା ଉପରେ ମନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଅଧିକ ଖବର ପଢନ୍ତୁ...

ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ
ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ

By

Published : Feb 1, 2020, 12:47 AM IST

କଟକ: ବହିରୁ ପାଠ ପଢି ପରୀକ୍ଷା ଦେଇ ମାର୍କ ରଖିବା ଅପେକ୍ଷା ଗବେଷଣା ଉପରେ ମନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବିଦ୍ୟାର୍ଥୀ ମାନେ କିପରି ଗବେଷଣା ଉପରେ ଅଧିକ ଧ୍ୟାନ ଦେବେ, ସେନେଇ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେବ।

ଗବେଷଣା ଉପରେ ଆଗ୍ରହ ରଖ; ଉଚ୍ଚଶିକ୍ଷା ମନ୍ତ୍ରୀ

ବିଶେଷ କରି ସମସ୍ତ ବିଶ୍ବବିଦ୍ୟାଳୟ ବା କଲେଜ ମାନଙ୍କରେ ପ୍ରତି ବିଭାଗରେ ଅଧିକ ସେମିନାର, ସିମ୍ପୋଜିୟମ କରିବା ଉପରେ ଗୁରୁତ୍ବ ଦେବ ଉଚଶିକ୍ଷା ବିଭାଗ । ଯାହାକି ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଗବେଷଣା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ ସେ ଏହି ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details