ଓଡିଶା

odisha

By

Published : May 23, 2020, 5:58 PM IST

Updated : May 23, 2020, 7:00 PM IST

ETV Bharat / city

ହାଇକୋର୍ଟଙ୍କ ରାୟ: ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ

ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଏନେଇ ଓଡିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ..

High Court verdict:
High Court verdict:

କଟକ:ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ ରାୟ। ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଯଦି ଅଭିଯୋଗ କାରିଣୀଙ୍କ କ୍ଷେତ୍ରରେ ଏପରି ଘଟିଥାଏ, ତେବେ ଏହାକୁ ଦୁଷ୍କର୍ମ ବୋଲି ଅଭିଯୋଗ କରିପାରିବେ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।

ହାଇକୋର୍ଟଙ୍କ ରାୟ: ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ

ସେହିପରି ଏହିଭଳି ଅଭିଯୋଗ ନେଇ ଯଦି କେହି ଥାନାରେ ମାମଲା ଦାୟର କରେ ତେବେ ପୋଲିସ ଏହି ଘଟଣାରେ 376 ଦଫା ଲଗାଇପାରିବ ନାହିଁ ବୋଲି ଏକ ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି । କୋରାପୁଟ ପଟାଙ୍ଗି ଥାନା ଅଞ୍ଚଳର ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 23, 2020, 7:00 PM IST

ABOUT THE AUTHOR

...view details