କଟକ: ରାଜ୍ୟରେ ଆଇନଜୀବୀଙ୍କ ଅଦାଲତ ବର୍ଜନ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ସୋମବାର ଫୁଲ୍ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ପଶ୍ଚିମ ଓଡିଶାର କିଛି ବାର ଆସୋସିଏସନ ଅଦାଲତ କାର୍ଯ୍ୟରେ ଯୋଗଦେଇଥିବା ଜଣାଇଥିଲେ ।
ରାଜ୍ୟରେ ଆଇନଜୀବୀଙ୍କ ଅଦାଲତ ବର୍ଜନ ମାମଲା, ମାର୍ଟ୍ଟ 2 ରେ ପରବର୍ତ୍ତା ଶୁଣାଣି - ହାଇକୋର୍ଟ ଫୁଲ ବେଞ୍ଚର ଶୁଣାଣି
ରାଜ୍ୟରେ ଆଇନଜୀବୀଙ୍କ ଅଦାଲତ ବର୍ଜନ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ସୋମବାର ଫୁଲ୍ କୋର୍ଟରେ ଶୁଣାଣି ହୋଇଛି । ଅଧିକ ପଢନ୍ତୁ..
![ରାଜ୍ୟରେ ଆଇନଜୀବୀଙ୍କ ଅଦାଲତ ବର୍ଜନ ମାମଲା, ମାର୍ଟ୍ଟ 2 ରେ ପରବର୍ତ୍ତା ଶୁଣାଣି aa](https://etvbharatimages.akamaized.net/etvbharat/prod-images/768-512-5865269-thumbnail-3x2-court.jpg)
ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟ ଫୁଲ ବେଞ୍ଚର ଶୁଣାଣି
ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟ ଫୁଲ ବେଞ୍ଚର ଶୁଣାଣି
ଏବେବି ୧୦ ଟି ବାର ଅଦାଲତ କାର୍ଯ୍ୟରେ ଯୋଗ ଦେଇନଥିବା ହାଇକୋର୍ଟଙ୍କୁ ଆଜି ଅବଗତ କରାଇଥିଲେ ରାଜ୍ୟ ବାର କାଉନସିଲ । ଏହି ସମସ୍ତ ବାର ଆସୋସିଏସନକୁ ଅଧିକ ସମୟ ଦେଇଛନ୍ତି ହାଇକୋର୍ଟ ଫୁଲ୍ ବେଞ୍ଚ କୋର୍ଟ । ମାର୍ଚ୍ଚ ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ