ଓଡିଶା

odisha

ETV Bharat / city

ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା, ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ନହେବା ନେଇ ଅଦାଲତଙ୍କ କଡା ଆଭିମୁଖ୍ୟ - high court illigal prone gheri

ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ନହେବା ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ । 4 ଜିଲ୍ଲାର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

high-court
ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ନହେବା ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ

By

Published : Jul 27, 2021, 7:09 PM IST

କଟକ:ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା । ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ନହେବା ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ ।

ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ନହେବା ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ 4 ଜିଲ୍ଲାର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ । ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ 14 ରେ ମାମଲାର ପରବର୍ତ୍ତୀ ଶୁଣାଣୀ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details