କଟକ: ସଙ୍କଟାପନ୍ନ ଅବସ୍ଥାରେ ବଳିଆ । ଏସିବି କାଜୁଆଲଟିରେ ଥିବା ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । 14 ଜଣିଆ ଡାକ୍ତରୀ ଦଳ ଜାରି ରଖିଛନ୍ତି ସମସ୍ତ ଚେଷ୍ଟା । କିପରି ବଳିଆ ସ୍ବାସ୍ଥ ଅବସ୍ଥାରେ ସୁଧାର ଆଣିହେବ ସେନେଇ ଡାକ୍ତରଙ୍କ ପ୍ରୟାସ ଜାରି ।
ଭେଣ୍ଟିଲେଟରରେ ଯୋଡାମୁଣ୍ଡ ଶିଶୁ ବଳିଆ - ଯୋଡାମୁଣ୍ଡ ଶିଶୁ ବଳିଆର
ଯୋଡାମୁଣ୍ଡ ଶିଶୁ ବଳିଆର ଅବସ୍ଥା ସଙ୍କଟାପନ୍ନ । ତାକୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି । ଅଧିକ ପଢନ୍ତୁ...
ଜୀବନ ସହିତ ସଂଗ୍ରାମ କରୁଛି ବଳିଆ
ତେବେ ଉଭୟ ଏସିବି ଆସିବା ପରେ ଅନେକ ଥର ଭେଣ୍ଟିଲେଟରରେ ରହୁଥିଲା ବଳିଆ । ସେପ୍ଟେମ୍ବର 7, 2019ରେ ଦିଲୀ ଏମ୍ସ ରୁ ଏସସିବି ଆସିଥିଲେ ଦୁଇ ଭାଇ । ଏକ ସ୍ବତନ୍ତ୍ର କ୍ୟାବିନରେ ତାଙ୍କୁ କରାଯାଉଥିଲା ଚିକିତ୍ସା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ