କଟକ: କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଚିତ୍ରୋତ୍ପଳା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ । ପୋଲ ଉପରେ ସାଇକେଲ ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ସେପଟେ, ଘଟଣାସ୍ଥଳରେ ଦମକଳବାହିନୀ ଖୋଜା ଖୋଜି ଆରମ୍ଭ କରିଥିଲେ ହେଁ,ବିଳମ୍ବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ନିଖୋଜ ଯୁବତୀ ଜଣକ ନେମାଳ ଥାନା ଅଧିନ ଫତେଇପୁର ଗାଁର ସୋନାଲି ମହାନ୍ତି । ସେ ସ୍ଥାନୀୟ ବଲ୍ଲଭ ଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀ ।
ଚିତ୍ରୋତ୍ପଳାକୁ ଡେଇଁ ଛାତ୍ରୀ ନିଖୋଜ, ଉଦ୍ଧାର ଜାରି - ଚିତ୍ରୋତ୍ପଳା ନଦୀକୁ ଡେଇଁ ଛାତ୍ରୀ ନିଖୋଜ
କଟକ ଚିତ୍ରୋତ୍ପଳା ନଦୀକୁ ଡେଇଁ ଯୁକ୍ତ 2 ଛାତ୍ରୀ ନିଖୋଜ । ଘଟଣାସ୍ଥଳରେ ଦମକଳବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।
![ଚିତ୍ରୋତ୍ପଳାକୁ ଡେଇଁ ଛାତ୍ରୀ ନିଖୋଜ, ଉଦ୍ଧାର ଜାରି drown to death](https://etvbharatimages.akamaized.net/etvbharat/prod-images/768-512-5469628-thumbnail-3x2-attempt-suicide.jpg)
ଚିତ୍ରୋତ୍ପଳା ନଦୀକୁ ଡେଇଁ ଛାତ୍ରୀ ନିଖୋଜ, ଉଦ୍ଧାର ଜାରି
ଚିତ୍ରୋତ୍ପଳା ନଦୀକୁ ଡେଇଁ ଛାତ୍ରୀ ନିଖୋଜ, ଉଦ୍ଧାର ଜାରି
କଟକରୁ ନାରାୟଣ ସାହୁ, ଇଟିଭି ଭାରତ