ଓଡିଶା

odisha

By

Published : Jan 5, 2020, 11:02 AM IST

ETV Bharat / city

ସକିଲ କରୁଛି ସୌକ, ଜେଲରୁ ଆସୁଛି ସେଲଫି

ସେଲ୍ଫି ଉଠାଇବାରେ ମସଗୁଲ ଗ୍ୟାଙ୍ଗଷ୍ଟାର ସକିଲ । ନିଜ ସହ ସେଲରେ ରହୁଥିବା ଅନ୍ୟ କଏଦୀଙ୍କ ସହ ଫଟୋ ଉଠାଇ ଜେଲରେ ମୌଜ କରୁଛି ସକିଲ। ଅଧିକ ଖବର ପଢନ୍ତୁ...

_sakil
ସକିଲ କରୁଛି ସୌକ,ଜେଲରୁ ଆସୁଛି ସେଲଫି

କଟକ: ଚୌଦ୍ବାର ଜେଲରେ ସେଲ୍ଫି ଉଠାଇବାରେ ମସଗୁଲ ଗ୍ୟାଙ୍ଗଷ୍ଟାର ସକିଲ । ନିଜ ସହ ସେଲରେ ରହୁଥିବା ଅନ୍ୟ କଏଦୀଙ୍କ ସହ ଫଟୋ ଉଠାଇ କରୁଛି ମସ୍ତି ।

ସକିଲ କରୁଛି ସୌକ,ଜେଲରୁ ଆସୁଛି ସେଲଫି

ଜେଲ ଭିତରେ ମୋବାଇଲ ବାରଣ ଥିବା ସତ୍ତ୍ବେ କୁଆଡୁ ଓ କିଏ ଯୋଗାଉଛି ମୋବାଇଲ। ତାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । ଏପରିକି ସୋସିଆଲ ମିଡିଆରେ ସକିଲ ନିଜର ଗାର୍ଲଫ୍ରେଣ୍ଡମାନକୁ ପଠାଉଛି ନିଜର ବିଭିନ୍ନ ପୋଜର ଫଟୋ ।

ସକିଲ କରୁଛି ସୌକ,ଜେଲରୁ ଆସୁଛି ସେଲଫି

ଏହି ସମସ୍ତ ଘଟଣା ସେତେବେଳେ ସମ୍ନାକୁ ଆସିଥିଲା, ଯେତେବେଳେ ସକିଲର ଦ୍ବିତୀୟ ଗାର୍ଲଫ୍ରେଣ୍ଡ ପୋଲିସ ରାଡ଼ାରକୁ ଆସିଥିଲା । ତେବେ ଏହି ମୋବାଇଲ ବାରଣ କରିବା ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।


କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details