କଟକ: ଖାନନଗର ବସ ଟର୍ମିନାଲ ନିକଟରେ ଥିବା ମା ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ପାଇଁ ପାଣ୍ଠି ଅନୁମୋଦିତ । ଦୁଇ କୋଟି ଟଙ୍କା ପାଣ୍ଠିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ସ୍ପେଶାଲ ପ୍ରୋବଲେମ୍ ପାଣ୍ଠିରୁ ଅନୁମୋଦିତ ହେଲା ଅର୍ଥ ।
ଶ୍ମଶାନକାଳୀ ମନ୍ଦିର ଉନ୍ନତିକରଣ ପାଇଁ ପାଣ୍ଠି ଅନୁମୋଦିତ
ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ପାଇଁ ପାଣ୍ଠି ଅନୁମୋଦିତ । ଦୁଇ କୋଟି ଟଙ୍କା ପାଣ୍ଠିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...
ଶ୍ମଶାନକାଳୀ ପାଇଁ ପାଣ୍ଠି ଅନୁମୋଦିତ
ଏହି ଅର୍ଥରେ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦ୍ୟର୍ଯ୍ୟକରଣ କାର୍ଯ୍ୟ କରାଯିବ । ଏନେଇ କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ଯୋଜନା ନେଇ ହାଇକୋର୍ଟଙ୍କୁ ଅବଗତ କରାଇଥିଲା ପ୍ରଶାସନ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ