କଟକ: ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା । କଳାପତାକା ଦେଖାଇ ୭ ବିଜେପି କର୍ମୀ ଅଟକ । ଆଜି କଟକ ଗସ୍ତରେ ମୁଖ୍ୟମନ୍ତ୍ରୀ ଯିବା ସମୟରେ ବିଜେପି କର୍ମୀ କଳା ପତକା ଦେଖାଇ ଏହାକୁ ବିରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇ ୭ ବିଜେପି କର୍ମୀ ଅଟକ - ୭ ବିଜେପି କର୍ମୀ ଅଟକ
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲେ ବିଜେପି କର୍ମୀ । ୭ ଅଟକ । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇ ୭ ବିଜେପି କର୍ମୀ ଅଟକ
ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇ ୭ ବିଜେପି କର୍ମୀ ଅଟକ
କଟକରେ ବିକାଶ ବଦଳରେ ବିନାଶ ହେଉଛି ବୋଲି ଅଭିଯୋଗ ଆଣି ଆନ୍ଦୋଳନ କରିଥିଲେ ବିଜେପି କର୍ମୀ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ୭ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି ।
କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ
Last Updated : Aug 27, 2021, 12:28 PM IST