ଆଗାମୀ 15 ଦିନ ପାଇଁ ସାଧରଣ ଲୋକଙ୍କ ପାଇଁ ସିଏମସି ମନା - ଅନନ୍ୟା ଦାସ
ଆଗମୀ 15 ଦିନ ସାଧାରଣ ଲୋକଙ୍କ ପାଇଁ କଟକ ମହାନଗର ଆସିବା ମନା । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି ।
![ଆଗାମୀ 15 ଦିନ ପାଇଁ ସାଧରଣ ଲୋକଙ୍କ ପାଇଁ ସିଏମସି ମନା for-15-days-the-cmc-refused-to-allow-the-general-public](https://etvbharatimages.akamaized.net/etvbharat/prod-images/768-512-7880819-thumbnail-3x2-cbasc.jpg)
ଆଗାମୀ 15 ଦିନ ପାଇଁ ସାଧରଣ ଲୋକଙ୍କ ପାଇଁ ସିଏମସି ମନା
କଟକ: ଆଗମୀ 15 ଦିନ ସାଧାରଣ ଲୋକଙ୍କ ପାଇଁ କଟକ ମହାନଗର ଆସିବା ମନା । ଏନେଇ ବିଧିବଦ୍ଧ ଭବେ ବିଜ୍ଞପ୍ତି ଜାରି କରାଯାଇଛି । କାରଣ କୋରୋନାର ଭୟାବହତାକୁ ଆଖିରେ ରଖି ଏପରି ନିଷ୍ପତି ନେଇଛି ସିଏମସି ।
ଆଗାମୀ 15 ଦିନ ପାଇଁ ସାଧରଣ ଲୋକଙ୍କ ପାଇଁ ସିଏମସି ମନା