କଟକ: ଆକାଶବାଣୀ ଏଫଏମ ରେନବୋର ଲୋକପ୍ରିୟ ଆର.ଜେ ଆୟେସାନ ମହାପାତ୍ରଙ୍କ ଆଜି ସକାଳେ ନିମୋନିଆରେ ପରଲୋକ ହୋଇଯାଇଛି । ଏହି ଲୋକପ୍ରିୟ ରେଡ଼ିଓ ଜକି ନିଜ କଥାର ଯାଦୁରେ ସମସ୍ତ ଶ୍ରୋତାଙ୍କୁ ବାନ୍ଧି ରଖି ପାରୁଥିଲେ ।
ଏଫଏମ ରେନବୋରେ ଆଉ ଶୁଭୁବନି ଆରଜେ ଆୟେସାନଙ୍କ ସ୍ବର, ନିମୋନିଆରେ ପରଲୋକ - ଆୟେସାନ
ଆକାଶବାଣୀ ଏଫଏମ ରେନବୋର ଲୋକପ୍ରିୟ ଆର.ଜେ ଆୟେସାନ ମହାପାତ୍ରଙ୍କ ଆଜି ସକାଳେ ନିମୋନିଆରେ ପରଲୋକ ହୋଇଯାଇଛି । ଅଧିକ ପଢନ୍ତୁ..
ଆରପାରିରେ ଆରଜେ ଆୟେସାନ
ତାଙ୍କ ଘର କଟକ ବଙ୍ଗାଳୀ ସାହି। ମୃତ୍ୟୁବେଳକୁ ତାଙ୍କୁ 34 ବର୍ଷ ହୋଇଥିଲା। ସେ ଗତ 4 ଦିନ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ସେ ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ