କଟକ:ମୁଣ୍ଡଳୀରେ କମିଲା ଜଳସ୍ତର । ୧୦ ଲକ୍ଷ କ୍ୟୁସେକ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ସୋମବାର ୧୦ ଲକ୍ଷ ୨୬ ହଜାର ୨୧୮ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହୋଇଥିଲା। ନରାଜରେ ୫ ଲକ୍ଷ ୬୭୧ କ୍ୟୁସେକ ବନ୍ୟାଜଳ କାଠଯୋଡ଼ିକୁ ନିଷ୍କାସିତ ହେଉଥିବା ବେଳେ ଅବଶିଷ୍ଟ ଯୋବ୍ରା ଆନିକଟରେ ମହାନଦୀକୁ ନିଷ୍କାସିତ ହେଉଛି।
ମୁଣ୍ଡଳୀରେ କମିଲା ଜଳସ୍ତର - ମୁଣ୍ଡଳୀରେ ଜଳସ୍ତର ହ୍ରାସ
ମୁଣ୍ଡଳୀରେ କମିଲା ଜଳସ୍ତର । ୧୦ ଲକ୍ଷ କ୍ୟୁସେକ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଅଧିକ ପଢନ୍ତୁ....
![ମୁଣ୍ଡଳୀରେ କମିଲା ଜଳସ୍ତର flood water reduced in mundali](https://etvbharatimages.akamaized.net/etvbharat/prod-images/768-512-8633574-thumbnail-3x2-flood.jpg)
ମୁଣ୍ଡଳୀରେ କମିଲା ଜଳସ୍ତର
ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳବନ୍ଦୀରେ ଅନେକ ଗାଁ । ବିଶେଷକରି ତଳିଆ ଅଞ୍ଚଳରେ ବିପଦ ଲାଗିରହିଛି। ତେବେ ହୀରାକୁଦରେ ପର୍ଯ୍ୟାୟକ୍ରମେ ଗେଟ ବନ୍ଦ ହେଇଥିବାରୁ ଜଳସ୍ତର କମୁଥିବା ନରାଜ ବିଭାଗ ଦାୟିତ୍ବରେ ଥିବା ଯନ୍ତ୍ରୀ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ