କଟକ: ସଟଡାଉନ ପରେ ମଧ୍ୟ ସମାନ ସ୍ଥିତି । ଆଗରୁ ଯାହା ଥିଲା ଏବେବି ସେଇଆ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ଚାଲିଛି ଅମାନିଆଙ୍କ ରାଜ । ଯାହା ପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ ।
କଟକରେ ରଜ ବଜାର ପାଇଁ ବଢ଼ିଲା ଫାଇନ - ରଜ ବଜାର ପାଇଁ ବଢ଼ିଲା ଫାଇନ
ଶୁକ୍ରବାର ବିନା ମାସ୍କରେ 234 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 288 ଜଣ ତଣ୍ଡ ଗଣିଛନ୍ତି । ତେବେ ଲାଗୁଛି ରଜ ବଜାର ପାଇଁ ସବୁ କିଛି ପାସୋରି ଗଲେ ଅମାନିଆ ।
![କଟକରେ ରଜ ବଜାର ପାଇଁ ବଢ଼ିଲା ଫାଇନ fine collection by police cuttack commissionerate police](https://etvbharatimages.akamaized.net/etvbharat/prod-images/768-512-7594573-thumbnail-3x2-ascba.jpg)
କଟକରେ ରଜ ବଜାର ପାଇଁ ବଢ଼ିଲା ଫାଇନ
ଶୁକ୍ରବାର ବିନା ମାସ୍କରେ 234 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 288 ଜଣ ତଣ୍ଡ ଗଣିଛନ୍ତି । ତେବେ ଲାଗୁଛି ରଜ ବଜାର ପାଇଁ ସବୁ କିଛି ପାସୋରି ଗଲେ ଅମାନିଆ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ