କଟକ: ବିଶିଷ୍ଟ ସାହିତ୍ୟିକ ଡ଼ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ । ତାରାଚାନ୍ଦ ପାଟଣାସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ଦେହାନ୍ତ ବେଳକୁ ତାଙ୍କୁ 89 ବର୍ଷ ହୋଇଥିଲା ।
ବିଶିଷ୍ଟ ସାହିତ୍ୟିକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ - Literary Shyam Sundar Mishra
89 ବର୍ଷ ବୟସରେ ବିଶିଷ୍ଟ ସାହିତ୍ୟିକ ଡ଼ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ । ସାହିତ୍ୟ ଜଗତରେ ଶୋକର ଛାୟା । ଅଧିକ ପଢନ୍ତୁ...
![ବିଶିଷ୍ଟ ସାହିତ୍ୟିକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ ବିଶିଷ୍ଟ ସାହିତ୍ୟିକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ](https://etvbharatimages.akamaized.net/etvbharat/prod-images/768-512-11005620-thumbnail-3x2-ctc.jpg)
ବିଶିଷ୍ଟ ସାହିତ୍ୟିକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ