ଓଡିଶା

odisha

ବର୍ତ୍ତମାନ କେବଳ ବିକାଶର ରାଜନୀତି ହେବା ଦରକାର: ଅପରାଜିତା ଷଡ଼ଙ୍ଗୀ

By

Published : Sep 5, 2021, 5:51 PM IST

ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ଓ ଏହାର ୨ ମାସ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ...

ବର୍ତ୍ତମାନ କେବଳ ବିକାଶର ରାଜନୀତି ହେବା ଦରକାର: ଅପରାଜିତା ଷଡ଼ଙ୍ଗୀ
ବର୍ତ୍ତମାନ କେବଳ ବିକାଶର ରାଜନୀତି ହେବା ଦରକାର: ଅପରାଜିତା ଷଡ଼ଙ୍ଗୀ

କଟକ:ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ଓ ଏହାର ୨ ମାସ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାକୁ ସମୀକ୍ଷା କରି ବର୍ତ୍ତମାନଠାରୁ ହିଁ ପ୍ରମୁଖ ରାଜନୈତିକ ଦଳମାନେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଯାହାର ଲୋକ ପ୍ରିୟତା ରହିଛି ନିର୍ବାଚନରେ ସେ ହଁ ଆଗକୁ ବଢ଼ିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ବର୍ତ୍ତମାନ କେବଳ ବିକାଶର ରାଜନୀତି ହେବା ଦରକାର: ଅପରାଜିତା ଷଡ଼ଙ୍ଗୀ

ସଂରକ୍ଷଣ ରହିବା ଓ ନରହିବା ଆଦି ରାଜନୈତିକ ଦଳ ମାନଙ୍କର ଅଙ୍କ କଷା ଚାଲିଛି । ଲୋକପ୍ରିୟତା ବଢ଼ାଇବା ପାଇଁ ଏସବୁ ପଦକ୍ଷେପ ନିଆଯାଉଛି। ପ୍ରତିଟି ବର୍ଗର ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି। ମୋଦି ବିକାଶର କଥା କହୁଥିବାରୁ ଲୋକେ ମଧ୍ୟ ଚାହୁଁଥିବା କଥା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ପରିସ୍ଥିତି ବଦଳିଛି ଲୋକଙ୍କ ବୁଦ୍ଧି ଉପରେ ଭରଷା ଅଛି ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ବର୍ତ୍ତମାନ କେବଳ ବିକାଶର ରାଜନୀତି ହେବା ଦରକାର ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details