ଓଡିଶା

odisha

ମଣ୍ଡପରେ ମହାଷ୍ଟମୀ, ଚାନ୍ଦିମେଢରେ ଚମକୁଛି ଚାଉଳିଆଗଞ୍ଜ ପୂଜାମଣ୍ଡପ

ଅଷ୍ଟମୀ ପାଇଁ ଉତ୍ସବମୁଖର ସିଲିଭର ସିଟି । ତାରକସିର ନିଖୁଣ କୀର୍ତ୍ତି ସହ ଚାନ୍ଦି ମେଢ ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏ ବିଷୟରେ ଚାଉଳିଆଗଞ୍ଜ ପୂଜା ମଣ୍ଡପରୁ ସବିଶେଷ ସୂଚନା ପ୍ରଦାନ କରୁଛନ୍ତି ଆମ ପ୍ରତିନିଧି ।

By

Published : Oct 6, 2019, 4:29 PM IST

Published : Oct 6, 2019, 4:29 PM IST

ଡ଼ିଜାଇନ୍ ଫଟୋ

କଟକ: ଅଷ୍ଟମୀ ପୂଜା ପାଇଁ ଉତ୍ସବମୁଖର କଟକ ସହର। ଚଳଚଞ୍ଜଳ ହୋଇପଡ଼ିଛି ପୂଜା ମଣ୍ଡପ । ଚାନ୍ଦିମେଢ ସହ ତାରକସିର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।

ସେପଟେ ପୁରାତନ ପୂଜା କମିଟି ଭାବେ ପରିଚିତ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମଧ୍ୟ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଗହଳିକୁ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରିଛି ।

ମା'ଙ୍କ ମଣ୍ଡପରେ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସମସ୍ତ ପ୍ରକାର ରୀତିନିତି ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ।

ଚାନ୍ଦିମେଢରେ ଚମକୁଛି ଚାଉଳିଆଗଞ୍ଜ ପୂଜା ମଣ୍ଡପ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details