ଓଡିଶା

odisha

ETV Bharat / city

ମାହାଙ୍ଗା ଜଳବନ୍ଦୀ ଅଞ୍ଚଳ ବୁଲି ସମୀକ୍ଷା କଲେ ଜିଲ୍ଲାପାଳ - ସମୀକ୍ଷା କଲେ ଜିଲ୍ଲାପାଳ

କଟକର ମାହାଙ୍ଗାରେ ଲଘୁଚାପ ଜନିତରୁ ସୃଷ୍ଟି ହୋଇଥିବା କୁତ୍ରିମ ବନ୍ୟାର ପରିଦର୍ଶନ କଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ଖବର ପଢନ୍ତୁ...

ମାହାଙ୍ଗା ଜଳବନ୍ଦୀ ଅଞ୍ଚଳ ବୁଲି ସମୀକ୍ଷା କଲେ ଜିଲ୍ଲାପାଳ
ମାହାଙ୍ଗା ଜଳବନ୍ଦୀ ଅଞ୍ଚଳ ବୁଲି ସମୀକ୍ଷା କଲେ ଜିଲ୍ଲାପାଳ

By

Published : Aug 22, 2020, 8:58 PM IST

କଟକ: ମାହାଙ୍ଗାରେ ଲଘୁଚାପ ଜନିତରୁ ସୃଷ୍ଟି ହୋଇଥିବା କୁତ୍ରିମ ବନ୍ୟାର ପରିଦର୍ଶନ କଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ବିଶେଷକରି ଚାଷ ଜମି ଅଞ୍ଚଳ ଜଳମଗ୍ନ ଥିବାରୁ କିପରି ଭାବରେ ଚାଷୀମାନଙ୍କୁ ଭରଣପୋଷଣ କରାଯିବ । ଏହାଛଡା ଯେତିକି ଫସଲ ନଷ୍ଟ ହୋଇଛି, ତାହାର ମଧ୍ୟ ଆକଳନ ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ମାହାଙ୍ଗା ଜଳବନ୍ଦୀ ଅଞ୍ଚଳ ବୁଲି ସମୀକ୍ଷା କଲେ ଜିଲ୍ଲାପାଳ

ଏହାଛଡା ଯେଉଁମାନେ ତଳିଆ ଅଞ୍ଚଳରେ ରହୁଛନ୍ତି, ସେମାନଙ୍କୁ ଶୀଘ୍ର ଉଚ୍ଚ ସ୍ଥାନକୁ ଅଣାଯିବ । ଯାହା ଫଳରେ ଅନେକ ଅଧକାରୀଙ୍କ ସହ ଆଲୋଚନା କରିଥିଲେ ଭବାନୀ ଶଙ୍କର ଚୟିନୀ । ତେବେ ଏହି ଗସ୍ତ ନିଶ୍ଚୟ ରୂପରେ ଅଞ୍ଚଳବାସୀଙ୍କ ପାଇଁ ଶୁଭ ସଙ୍କେତ ବୋଲି ଆଶା ବାନ୍ଧି ବସିଛନ୍ତି ସମସ୍ତେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details