କଟକ:ବଜାରରେ ଘୂରି ବୁଲୁଛି ସିଏମସିର ଫେକ୍ ଟ୍ବିଟ୍ । ସଟଡାଉନକୁ ବଢାଇଥିବା ନେଇ ଏହି ଟ୍ବିଟରେ ଉଲ୍ଲେଖ କରାଯାଇଛି । ହେଲେ ସାବଧାନ! ଏହାଉପରେ ବିଶ୍ୱାସ କରନ୍ତୁ ନାହିଁ । କାରଣ ସିଏମସି ଏଯାବତ ସଟଡାଉନ ବୃଦ୍ଧି କରିବା ନେଇ କୌଣସି ଯୋଜନା ହିଁ କରିନାହିଁ ।
ଫେକ୍ ଟ୍ବିଟକୁ ବିଶ୍ୱାସ କରନ୍ତୁ ନାହିଁ: ଡେପୁଟି କମିଶନର - ଡେପୁଟି କମିଶନର ଅଭିନାଶ ରାଉତ
ବଜାରରେ ଘୂରି ବୁଲୁଛି ସିଏମସି ଫେକ୍ ଟ୍ବିଟ୍ । ସଟଡାଉନକୁ ବଢାଇଥିବା ନେଇ ଏହି ଟ୍ବିଟରେ ଉଲ୍ଲେଖ କରାଯାଇଛି । ହେଲେ ସାବଧାନ ଏହାଉପରେ ବିଶ୍ୱାସ କରନ୍ତୁ ନାହିଁ । କାରଣ ସିଏମସି ଏଯାବତ ସଟଡାଉନ ବୃଦ୍ଧି କରିବା ନେଇ କୌଣସି ଯୋଜନା ହିଁ କରିନାହିଁ ।

ଫେକ୍ ଟ୍ବିଟକୁ ବିଶ୍ୱାସ କରନ୍ତୁ ନାହିଁ
ଫେକ୍ ଟ୍ବିଟକୁ ବିଶ୍ୱାସ କରନ୍ତୁ ନାହିଁ
ତେବେ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ଡେପୁଟି କମିଶନର ଅଭିନାଶ ରାଉତ । ଏହାସହ ସାଇବର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇରଥିବା ନେଇ ସିଏମସି ପକ୍ଷରୁ ସ୍ପଷ୍ଟ ହୋଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ