ଓଡିଶା

odisha

କଟକ ପୌର ନିର୍ବାଚନରେ ସବୁ ସିଟ୍ ବିଜେଡିର: ଦେବାଶିଷ ସାମନ୍ତରାୟ

କଟକ ପୌର ନିର୍ବାଚନରେ ସବୁ ସିଟ୍ ହାତେଇବ ବିଜେଡି ଦୃଢୋକ୍ତି ବାଢିଲେ ଦଳୀୟ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ । ଅଧିକ ପଢନ୍ତୁ

By

Published : Jan 20, 2022, 8:50 PM IST

Published : Jan 20, 2022, 8:50 PM IST

କଟକ ପୌର ନିର୍ବାଚନରେ ସବୁ ସିଟ୍ ବିଜେଡିର: ଦେବାଶିଷ ସାମନ୍ତରାୟ
କଟକ ପୌର ନିର୍ବାଚନରେ ସବୁ ସିଟ୍ ବିଜେଡିର: ଦେବାଶିଷ ସାମନ୍ତରାୟ

କଟକ: ପୌର ନିର୍ବାଚନ ପାଇଁ ଅଙ୍କ କଷା ଆରମ୍ଭ କଲା ବିଜେଡି । କଟକରେ ଆଜି(ଗୁରୁବାର) ୱାର୍ଡ ସ୍ଥିତି ସମୀକ୍ଷା ଓ ପୂର୍ବ ପୌର ଓ ବିଧାୟକ ନିର୍ବାଚନରେ ୱାର୍ଡରେ ଦଳର ପଦର୍ଶନ କିପରି ଥିଲା ତାକୁ ନେଇ ୱାର୍ଡ ଅବଜରଭରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

କଟକ ପୌର ନିର୍ବାଚନରେ ସବୁ ସିଟ୍ ବିଜେଡିର: ଦେବାଶିଷ ସାମନ୍ତରାୟ

ପ୍ରଥମେ 28 ନମ୍ବର ୱାର୍ଡରୁ ହିଁ ଆରମ୍ଭ ହୋଇଛି ସମୀକ୍ଷା । ଦେବାଶିଷ କହିଛନ୍ତି ଯେ, ବିଜୁ ଜନତା ଦଳ ଲୋକମାନଙ୍କ ପାଇଁ ଆଜି ଏତେ ବର୍ଷ ସରକାରରେ ରହିଛି । ସରକାରଙ୍କ ଯୋଜନା ପାଇଁ ଲୋକଙ୍କ ଭଲ ପାଇବା ଆହୁରି ବୃଦ୍ଧି ପାଇଛି । ତେଣୁ ଆସନ୍ତା ପୌର ନିର୍ବାଚନରେ ବିଜେଡି ହିଁ ସବୁ ସିଟ୍ ହାତେଇବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ଦେବାଶିଷ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details