କଟକ:ଏସସିବିରେ ହେବ ଏକ ହଜାର କୋଟି ଟଙ୍କାର ପକଳ୍ପ। ଏଥିପାଇଁ ଏସସିବିର ଆଖପାଖରେ ଥିବା ବସ୍ତି ଗୁଡିକ ଉଚ୍ଛେଦ କରାଯିବ। ଖୁବ କମ ଦିନ ମଧ୍ୟରେ ବସ୍ତି ଉଚ୍ଛେଦ ପାଇଁ ସରକାର ନୋଟିସ ଦେଇଛନ୍ତି।
ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି - ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି
ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି। ବିନା ଥଇଥାନରେ ବସ୍ତି ଉଚ୍ଛେଦ କରାନଯାଉ ବୋଲି ଦାବି କରିଛନ୍ତି ବସ୍ତିବାସିନ୍ଦା। ଆଗକୁ ପଢନ୍ତୁ...
ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି
ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି
ଏଭଳି ନୋଟିସକୁ ବିରୋଧ କରିଛି ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ। ପ୍ରଥମେ ଥଇଥାନ ଓ ପରେ ଉଛେଦ କରିବାକୁ ଦାବି କରିଛି ବସ୍ତିବାସିନ୍ଦାଙ୍କ ମିଳିତମଞ୍ଚ । ଦୀର୍ଘ ବର୍ଷ ଧରି ଏହି ବସ୍ତିବାସିନ୍ଦା ବସ୍ତିରେ ରହି ଆସୁଛନ୍ତି। ସେମାନଙ୍କୁ ପ୍ରଥମେ ଥଇଥାନ କରି ତାପରେ ଉଚ୍ଛେଦ କରିବାକୁ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ