କଟକ: ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି କଟକ ନଗର କଂଗ୍ରେସ । ନଗର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି କଟକ ଡିସିପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
କଟକ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କୁ କ୍ଷତିପୂରଣ ଦାବି କଲା କଂଗ୍ରେସ - କଟକ ଗଣ ଦୁଷ୍କର୍ମ
କଟକ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି କଟକ ନଗର କଂଗ୍ରେସ । ଅଧିକ ପଢନ୍ତୁ...
cuttack-minor-girl-gangrape-congress-delegation-meet-cuttack-dcp
କଟକ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କୁ କ୍ଷତିପୂରଣ ଦାବି କଲା କଂଗ୍ରେସ
ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ସେହିପରି ଦୁଷ୍କର୍ମ ପିଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ