ଓଡିଶା

odisha

ETV Bharat / city

Vote Counting: ଭୋଟ ଗଣତି କେନ୍ଦ୍ର ବୁଲିଲେ ଜିଲ୍ଲାପାଳ - କଟକ ଖବର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି । ଏ କ୍ରମରେ କଟକ ଜିଲ୍ଲାର ୧୪ ଟି ବ୍ଲକରେ ଗଣତି ପ୍ରକ୍ରିୟା ଜାରି ରହିଛି । ଗଣତି କେନ୍ଦ୍ରକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ

Vote Counting: ଭୋଟ ଗଣତି ଜାରି, ଗଣତି କେନ୍ଦ୍ରକୁ ଆସି ସମୀକ୍ଷା କଲେ କଟକ ଜିଲ୍ଲାପାଳ
Vote Counting: ଭୋଟ ଗଣତି ଜାରି, ଗଣତି କେନ୍ଦ୍ରକୁ ଆସି ସମୀକ୍ଷା କଲେ କଟକ ଜିଲ୍ଲାପାଳ

By

Published : Feb 26, 2022, 4:14 PM IST

କଟକ:ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି । ଏ କ୍ରମରେ କଟକ ଜିଲ୍ଲାର ୧୪ ଟି ବ୍ଲକରେ ଗଣତି ପ୍ରକ୍ରିୟା ଜାରି ରହିଛି। ଗଣତି କେନ୍ଦ୍ରକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

Vote Counting: ଭୋଟ ଗଣତି ଜାରି, ଗଣତି କେନ୍ଦ୍ରକୁ ଆସି ସମୀକ୍ଷା କଲେ କଟକ ଜିଲ୍ଲାପାଳ

ତେବେ ବିଳମ୍ବିତ ଗଣତି ପ୍ରକ୍ରିୟାକୁ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି। ଗଣତି ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ଜିଲ୍ଲାପାଳ କହିଛନ୍ତି। ଗଣତି କେନ୍ଦ୍ର ଗୁଡିକରେ ମଧ୍ୟ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କଟକରେ ଗଣତି ସମୟରେ ପ୍ରାରମ୍ଭିକ ଟ୍ରେଣ୍ଡକୁ ଦେଖିଲେ ବିଜେଡି ଆଗରେ ରହିଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details