ଓଡିଶା

odisha

ETV Bharat / city

ଓଡି଼ଶା କ୍ରିକେଟକୁ ଅଲବିଦା କହିଲେ ଆଲୋକ - ଓଡି଼ଶା କ୍ରିକେଟକୁ ଅଲବିଦା

ବୁଧବାର ବିଧିବଦ୍ଧ ଭାବରେ ଓସିଏ (Odisha Cricket Association)କୁ ନିଜର ଅବସର ପତ୍ର ପ୍ରଦାନ କରିଛନ୍ତି କ୍ରିକେଟର ଆଲୋକ ଚନ୍ଦ୍ର ସାହୁ । ଅଧିକ ପଢ଼ନ୍ତୁ...

cricketer Alok sahu, Alok sahu bid adieu to Odisha cricket, Odisha cricket, କ୍ରିକେଟକୁ ଅଲବିଦା କହିଲେ ଆଲୋକ, ଓଡି଼ଶା କ୍ରିକେଟକୁ ଅଲବିଦା, କ୍ରିକେଟର ଆଲୋକ ଚନ୍ଦ୍ର ସାହୁ
ଓଡି଼ଶା କ୍ରିକେଟକୁ ଅଲବିଦା କହିଲେ ଆଲୋକ

By

Published : Jul 28, 2021, 9:31 PM IST

କଟକ: କ୍ରିକେଟକୁ ଅଲବିଦା କହିଲେ ଓଡି଼ଶା କ୍ରିକେଟର ଆଲୋକ ଚନ୍ଦ୍ର ସାହୁ । ଦୀର୍ଘ ଦିନ ଧରି ଓଡି଼ଶା କ୍ରିକେଟ ଟିମ ସହ ଦକ୍ଷ ବୋଲର ହିସାବରେ ଜଡି଼ତ ରହିବା ପରେ ବୁଧବାର ସେ ବିଧିବଦ୍ଧ ଭାବରେ ଓସିଏ (Odisha Cricket Association) କୁ ନିଜର ଅବସର ପତ୍ର ପ୍ରଦାନ କରିଛନ୍ତି ।

ନିଜର କ୍ୟାରିୟର ମଧ୍ୟରେ ସେ 25ଟି ଫାଷ୍ଟ କ୍ଳାସ ମ୍ୟାଚ ଖେଳି 62 ଟି ୱେକେଟ, 18 ଲିଷ୍ଟ ଏ ମ୍ୟାଚରେ 16 ୱିକେଟ ଓ 22 ଟି-20 ମ୍ୟାଚ ଖେଳି 17 ୱିକେଟ ନେଇଛନ୍ତି । ସେ 2009ରେ ରେଳବାଇ ବିପକ୍ଷରେ ପଦାର୍ପଣ ମ୍ୟାଚ ଖେଳିଥିଲେ । ତାଙ୍କର ଅବସରକୁ ଓସିଏ ଗ୍ରହଣ କରିବା ସହ ଆଗାମୀ ଉଜ୍ବଳ ଭବିଷ୍ୟତ କାମନା କରିଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details