ଓଡିଶା

odisha

ETV Bharat / city

ଦିନକ ପରେ ଦୀପାବଳୀ: ମାନ୍ଦାରେ ବାଣ ବେପାର - କଟକର ବାଣ ବେପାର ସଂପୂର୍ଣ୍ଣ ମାନ୍ଦା

ଲଘୁଚାପ ବର୍ଷାରେ କଟକର ବାଣ ବେପାର ସଂପୂର୍ଣ୍ଣ ମାନ୍ଦା ହୋଇଛି । ଅଧିକ ପଢନ୍ତୁ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 25, 2019, 11:41 PM IST

କଟକ: ଲଘୁଚାପ ବର୍ଷା ଯୋଗୁଁ ବାଣ ବେପାର ମାନ୍ଦା ହୋଇଛି । ଷ୍ଟଲ ଖୋଲି ଥିଲେ ବି ବେପାର ନାହିଁ । ସେଥିପାଇଁ ଚିନ୍ତାରେ ପଡିଛନ୍ତି ବାଣ ବ୍ୟବସାୟୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କାର ବାଣ ଆଣି ଥିବାବେଳେ ବର୍ଷା ଯୋଗୁଁ ଲୋକଙ୍କ ଦେଖାନାହିଁ । ଆଉମାତ୍ର ଗୋଟିଏ ଦିନ ବାକି ଥିଲାବେଳେ ପାଗ ଯଦି ଭଲ ରୁହେ ତେବେ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବାଣ ବ୍ୟବସାୟୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details