କଟକ: ରାଜ୍ୟରେ ମହାମାରୀକୁ ହରାଇବା ପାଇଁ ଜୋରଦାର ଚାଲିଛି ଲଢେଇ । ଦ୍ବିତୀୟ ଲହରରେ କୋରୋନାର ଭୟାବହତାକୁ କମ୍ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ପାରୁପର୍ଯ୍ୟନ୍ତ ଚେଷ୍ଟା କରିଚାଲିଛନ୍ତି ସରକାର । ରାଜ୍ୟରେ ପ୍ରତିବନ୍ଧକ ସତ୍ତ୍ବେ 7-8 ହଜାରରୁ ତଳକୁ ଖସୁନି ପ୍ରତିଦିନର ସଂକ୍ରମଣ ସଂଖ୍ୟା । ସେପଟେ ରାଜ୍ୟରେ ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ରେମଡେସିଭିରର ଭରପୁର ବ୍ୟବହାର କରୁଛି କଟକ ମହାନଗର ନିଗମ । ଆଉ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀର କାର୍ଯ୍ୟ କରୁଛି ରେମଡେସିଭିର ।
ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର, CMC କରୁଛି ଭରୂପର ସହଯୋଗ - CMC
ଦ୍ବିତୀୟ ଲହରରେ କୋରୋନାର ଭୟାବହତାକୁ କମ୍ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଅନୁମୋଦନ କରିଥିବା ରେମଡେସିଭିରର ଭରପୁର ବ୍ୟବହାର କରୁଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ...
![ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର, CMC କରୁଛି ଭରୂପର ସହଯୋଗ ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର](https://etvbharatimages.akamaized.net/etvbharat/prod-images/768-512-11972217-thumbnail-3x2-looa.jpg)
ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର
ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର
କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ