କଟକ:କୋରୋନା ଦ୍ବିତୀୟ ଲହର ଯୋଗୁଁ ଜିଲ୍ଲାରେ ଢେର ବୃଦ୍ଧି ପାଇଥିଲା ସଂକ୍ରମଣ। ହେଲେ ଏବେ ସଂକ୍ରମଣ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଥିଲା । ତେଣୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିସେଫ ସହଯୋଗରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।
କଟକରେ ତଳମୁହାଁ ସଂକ୍ରମଣ, ସଚେତନତା ରଥର ଶୁଭାରମ୍ଭ - କୋରୋନା ସେଚେତନତା
କଟକରେ କମୁଛି କୋରୋନା ସଂକ୍ରମଣ । ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିସେଫ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ । ଅଧିକ ପଢନ୍ତୁ...
କଟକରେ ତଳ ମୁହାଁ କୋରୋନା ସଂକ୍ରମଣ, ଶୁଭାରମ୍ଭହେଲା ସେଚେତନତା ରଥ
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ