କଟକ: ପରୀକୁ ନ୍ୟାୟ ଦାବି ନେଉଛି ଉଗ୍ର ରୂପ । ବିଧାନସଭା ପରେ ଏବେ କଟକରେ ମଧ୍ୟ କଂଗ୍ରେସ କରିଛି ଦାବି । ଶୀଘ୍ର ପରୀକୁ ମିଳୁ ନ୍ୟାୟ । ନଚେତ କଂଗ୍ରେସ ଆଗମୀ ଦିନରେ ଆହୁରି ତୀବ୍ର ଆନ୍ଦୋଳନ କରିବୁ ବୋଲି ଚେତାବନୀ ମଧ୍ୟ ଦେଇଛି ।
ପରୀକୁ ମିଳୁ ନ୍ୟାୟ, ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କଂଗ୍ରେସ - ପରୀ ହତ୍ୟା ଘଟଣା
ପରୀକୁ ନ୍ୟାୟ ଦାବି ନେଉଛି ଉଗ୍ର ରୂପ । ବିଧାନସଭା ପରେ ଏବେ କଟକରେ ମଧ୍ୟ କଂଗ୍ରେସ କରିଛି ଦାବି । ଅଧିକ ପଢନ୍ତୁ...
ପରିକୁ ମିଳୁ ନ୍ୟାୟ
ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଯାହାର ମଙ୍ଗ ଧରିଛନ୍ତି ଆଇଜି ଅରୁଣ ବୋଥ୍ରା । ତେବେ ପରି ନ୍ୟାୟ ପାଇବାରେ ଯେପରି ବିଳମ୍ବ ନହୁଏ ବୋଲି ଦାବି କରିଛି କଂଗ୍ରେସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ