ଚାଷୀଙ୍କ ସ୍ୱାର୍ଥକୁ ନେଇ ଖେଳୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ - congress protest for farmer bill
ଚାଷୀ ବିଲକୁ ନେଇ ତେଜୁଛି ଆନ୍ଦୋଳନ । ଆଜି କଂଗ୍ରେସର ନାରାରେ କମ୍ପିଲା ସିଲଭରସିଟି । ଅଧିକ ପଢନ୍ତୁ..
ଚାଷୀଙ୍କ ସ୍ୱାର୍ଥକୁ ନେଇ ଖେଳୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ
କଟକ: ଚାଷୀ ବିଲକୁ ନେଇ ତେଜୁଛି ଆନ୍ଦୋଳନ । ଆଜି କଂଗ୍ରେସର ନାରାରେ କମ୍ପିଲା ସିଲଭରସିଟି । ଚାଷୀଙ୍କ ସ୍ୱାର୍ଥ ସହ ଖେଳକୁ କଦାପି ବରଦାସ୍ତ କରା ଯିବନାହିଁ ବୋଲି ସିଧାସଳଖ କହିଛି କଂଗ୍ରେସ । କଟକ ଗୌରୀ ଶଙ୍କର ପାର୍କ ସମୁଖରେ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଜାତୀୟ କଂଗ୍ରେସ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ