ଓଡିଶା

odisha

ETV Bharat / city

ସହରର ବ୍ୟାପକ ସମସ୍ୟାକୁ ନେଇ CMC ଘେରିଲା କଂଗ୍ରେସ - cuttack congress cmc gherau

ସହରର ବ୍ୟାପକ ଅସୁବିଧାକୁ ନେଇ ଚରମ ନିଷ୍ପତ୍ତି ପୂର୍ବକ ସିଏମସି ଘେରିଲା କଂଗ୍ରେସ । ସହରରେ ମହାନଗର ନିଗମ ଥାଉ ଥାଉ ଲୋକ ହନ୍ତସନ୍ତ ହେଉଥିବା କଂଗ୍ରେସ ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ...

ସିଏମସି ଘେରିଲା କଂଗ୍ରେସ
ସିଏମସି ଘେରିଲା କଂଗ୍ରେସ

By

Published : Sep 6, 2021, 3:55 PM IST

କଟକ: ସହରର ବ୍ୟାପକ ଅସୁବିଧାକୁ ନେଇ ଚରମ ନିଷ୍ପତ୍ତି ପୂର୍ବକ ସିଏମସି ଘେରିଲା କଂଗ୍ରେସ । କାରଣ ସହରରେ ମହାନଗର ନିଗମ ଥାଉ ଥାଉ ଲୋକ ହନ୍ତସନ୍ତ ହେଉଥିବା କଂଗ୍ରେସ ଅଭିଯୋଗ ଆଣିଛି । ଅଳିଆ, ନାଳ ନର୍ଦମା ଓ ବିଭିନ୍ନ ବଡ଼ ବଡ଼ ଅସୁବିଧା ଯାହା କଟକବାସୀଙ୍କ ନିଦ ହଜାଇ ସାରିଲାଣି

ସିଏମସି ଘେରିଲା କଂଗ୍ରେସ

କଟକବାସୀଙ୍କ ସ୍ଥିତି ଏବେ ଜରାଜୀର୍ଣ୍ଣ । କେବଳ ବିଜେଡି ନେତାଙ୍କ କଥାରେ ସିଏମସି ପରିଚାଳିତ ହେଉଛି ବୋଲି କହିଛି କଂଗ୍ରେସ। ତେବେ ଆଗାମୀ ଦିନରେ ଯଦି ସିଏମସି ଏହି ଦିଗ ପ୍ରତି ସଚେତନ ନହୁଏ ତେବେ ମହାନଗର ନିଗମ ଗେଟରେ ତାଲା ପଡିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details