ଓଡିଶା

odisha

ETV Bharat / city

ବିଦ୍ୟୁତ ଦର ନ କମିଲେ ଆଇନ ଅମାନ୍ୟ ଆନ୍ଦୋଳନ: କମ୍ୟୁନିଷ୍ଟ

ବର୍ଦ୍ଧିତ ବିଜୁଳି ଦର ନେଇ କଟକରେ କମ୍ୟୁନିଷ୍ଟ ଦଳର ବିକ୍ଷୋଭ । ଅଧିକ ପଢନ୍ତୁ...

By

Published : Apr 8, 2021, 9:23 PM IST

ବିଦ୍ୟୁତ ଦର ନ କମିଲେ ଆଇନ ଅମାନ୍ୟ ଆନ୍ଦୋଳନ: କମ୍ୟୁନିଷ୍ଟ
ବିଦ୍ୟୁତ ଦର ନ କମିଲେ ଆଇନ ଅମାନ୍ୟ ଆନ୍ଦୋଳନ: କମ୍ୟୁନିଷ୍ଟ

କଟକ: ବର୍ଦ୍ଧିତ ବିଜୁଳି ଦର ବିରୁଦ୍ଧରେ ବଢୁଛି ବିବାଦ । ସିଲଭରସିଟିରେ ପ୍ରତିଦିନ ଆନ୍ଦୋଳନ ଓ ବିକ୍ଷୋଭର ଦୃଶ୍ୟ ସାମ୍ନାକୁ ଆସୁଛି । ଗୁରୁବାର କମ୍ୟୁନିଷ୍ଟ ପାର୍ଟି ମଧ୍ୟ ସମାନ ଢଙ୍ଗରେ ନିଜର ଦାବି ଉପସ୍ଥାପନ କରିଛି ।

ବିଦ୍ୟୁତ ଦର ନ କମିଲେ ଆଇନ ଅମାନ୍ୟ ଆନ୍ଦୋଳନ: କମ୍ୟୁନିଷ୍ଟ

କାହା ଉଦ୍ଦେଶ୍ୟରେ ବିଦ୍ୟୁତ ଦରକୁ ବୃଦ୍ଧି କରାଯାଇଛି ବୋଲି ଦଳ ପ୍ରଶ୍ନ କରିଛି । ତେବେ ଏହି ବର୍ଦ୍ଧିତ ଦର ଯଦି ପ୍ରତ୍ୟାହାର ନ ହୁଏ ତେବେ ଆସନ୍ତା 23 ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବା ନେଇ ଦଳ ଚେତାବନୀ ଦେଇଛି ।

କଟକରୁ ପ୍ରଭୁକଲ୍ୟାଣ, ଇଟିଭି ଭାରତ

ABOUT THE AUTHOR

...view details