କଟକ: କୋରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରରେ ଜାରି ରହିଛି କଡାକଡି ଏନଫୋର୍ସମେଣ୍ଟ । ଏହି ଆଧାରରେ ଶନିବାର ସହରରେ 3ଟି ଦୋକାନକୁ ସିଲ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । ଏହି 3ଟି ଦୋକାନ ଜାରି ରହିଥିବା ଗାଇଡଲାଇନ ଭଙ୍ଗ କରିଥିବାରୁ ଏଗୁଡିକୁ ସିଲ କରାଯାଇଥିବା ଜଣା ପଡିଛି ।
କୋଭିଡ କଟକଣା ଅବମାନନା, 3ଟି ଦୋକାନ ସିଲ କଲା ସିଏମସି - କଟକରେ କୋରୋନା ଅପଡେଟ
କୋରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରରେ ଜାରି ରହିଛି କଡାକଡି ଏନଫୋର୍ସମେଣ୍ଟ । ଏହି ଆଧାରରେ ଶନିବାର ସହରରେ 3ଟି ଦୋକାନକୁ ସିଲ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ ।
![କୋଭିଡ କଟକଣା ଅବମାନନା, 3ଟି ଦୋକାନ ସିଲ କଲା ସିଏମସି cuttack latest news, cmc, covid restriction violation in cuttack, corona situation in cuttack, corona update in cuttack, shops sealed in cuttack, କଟକ ଲାଟେଷ୍ଟ ନ୍ୟୁଜ୍, ସିଏମସି, କଟକରେ କୋଭିଡ କଟକଣା ଅବମାନନା, କଟକରେ କୋରୋନା ସ୍ଥିତି, କଟକରେ କୋରୋନା ଅପଡେଟ, କଟକରେ ଦୋକାନ ସିଲ୍](https://etvbharatimages.akamaized.net/etvbharat/prod-images/768-512-8261890-744-8261890-1596297743152.jpg)
କୋଭିଡ କଟକଣା ଅବମାନନା, 3ଟି ଦୋକାନ ସିଲ କଲା ସିଏମସି
ଉଭୟ ପୋଲିସ ଓ ସିଏମସି ଅଧକାରୀଙ୍କ ମିଳିତ ଉଦ୍ୟମରେ ଏହି ଯୋଜନା ସଫଳ ହୋଇଛି । ତେବେ କେଉଟ ସାହିର ମା’ ମଙ୍ଗଳା ରାକ୍ଷୀ ଭଣ୍ଡାର, ବାଦଲ ସିଂ ରାକ୍ଷୀ ଦୋକାନ ଓ ସିଂ ବାବୁ ରୋପ ଦୋକନକୁ ଶନିବାର ସିଲ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ