ଓଡିଶା

odisha

ETV Bharat / city

ଜାଗର ଭିଡ଼ ଜଗିବ ସିଏମସି - cuttack news

ଜାଗର ଭିଡ଼ ଜଗିବ ସିଏମସି । କୋଭିଡ ପାଇଁ ମନ୍ଦିରରେ ଭିଡ଼ ନ କରିବାକୁ ଜାରି ହୋଇଛି ଏସଓପି । ଅଧିକ ପଢନ୍ତୁ...

cmc guideline for Sivaratri
ଜାଗର ଭିଡ଼ ଜଗିବ ସିଏମସି

By

Published : Mar 10, 2021, 6:17 PM IST

କଟକ:ଆସନ୍ତାକାଲି ଜାଗର । ଚଳିତବର୍ଷ କୋଭିଡ ପାଇଁ ଭିଡ଼ ନ କରିବାକୁ ଜାରି ହୋଇଛି ଏସଓପି । ଏହି ଆଧାରରେ କଟକର ପ୍ରମୁଖ ଶିବ ମନ୍ଦିରରେ ଯେପରି ଭିଡ଼ ନହୁଏ, ସେଥିପାଇଁ କଟକ ମହାନଗର ନିଗମ ରଖିଛି କଡା ନଜର। ଭିଡ଼ ଜଗିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ମଧ୍ୟ ହୋଇଛି ଗଠନ । ସିଏସମସି କମିଶନରଙ୍କ କହିବାନୁସାରେ, ଜାଗର ଅବସରରେ ପ୍ରଶାସନ ପକ୍ଷରୁ ମଧ୍ୟ ମନ୍ଦିର ଗୁଡିକରେ ତୀକ୍ଷ୍ମ ନଜର ରଖାଯାଇଛି।

ଜାଗର ଭିଡ଼ ଜଗିବ ସିଏମସି

ମନ୍ଦିରରେ ଭକ୍ତଙ୍କ ଗହଳି ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି। ତେବେ ସମସ୍ତ ମନ୍ଦିର କମିଟି ସଦସ୍ୟମାନେ କୋଭିଡ ନିୟମ କଡାକଡି ପାଳନ କରିବାକୁ ସିଏମସି କମିଶନର ଅନୁରୋଧ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details