କଟକ:ମାଡୁଛି ଓମିକ୍ରନ ବଢୁଛି ଭୟ । ପୁଣି କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଉପର ତେଲେଙ୍ଗା ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମ (Cmc) ।
ମାଡୁଛି ଓମିକ୍ରନ: ଉପର ତେଲେଙ୍ଗା ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ
ମାଡୁଛି ଓମିକ୍ରନ ବଢୁଛି ଭୟ । ପୁଣି କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଉପର ତେଲେଙ୍ଗା ବଜ଼ାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମ (Cmc) । ଅଧିକ ପଢନ୍ତୁ
![ମାଡୁଛି ଓମିକ୍ରନ: ଉପର ତେଲେଙ୍ଗା ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ମାଡୁଛି ଓମିକ୍ରନ : ଉପର ତେଲେଙ୍ଗା ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା Cmc](https://etvbharatimages.akamaized.net/etvbharat/prod-images/768-512-14107070-thumbnail-3x2-ctc.jpg)
ମାଡୁଛି ଓମିକ୍ରନ : ଉପର ତେଲେଙ୍ଗା ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା Cmc
ଗୋଟିଏ ପରିବାରର 5 ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସିଏମସି ଏଭଳି ପଦକ୍ଷେପ ନେଇଛି । ପୂର୍ବରୁ ନୂଆ ରାଉସାପଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ସିଏମସି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ