କଟକ:ଘରୋଇ ହସ୍ପିଟାଲରେ ରୋଗୀ ଶୋଷଣ ପ୍ରସଙ୍ଗ। ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରାଞ୍ଚଳ RDCଙ୍କ ଚେତାବନୀ।
ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରାଞ୍ଚଳ RDCଙ୍କ ଚେତାବନୀ - କଟକ ଖବର
ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରାଞ୍ଚଳ RDCଙ୍କ ଚେତାବନୀ। ଏସସିବିରୁ ଅନୈତିକ ଭାବେ ରୋଗୀଙ୍କୁ ନିଜ ହସ୍ପିଟାଲରେ ଭର୍ତ୍ତି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଅଧିକ ପଢନ୍ତୁ...
ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରାଞ୍ଚଳ RDCଙ୍କ ଚେତାବନୀ
କେନ୍ଦ୍ରାଞ୍ଚଳ ଆରଡିସି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି। ଏସସିବିରୁ ଅନୈତିକ ଭାବେ ରୋଗୀଙ୍କୁ ନିଜ ହସ୍ପିଟାଲରେ ଭର୍ତ୍ତି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ପ୍ରମାଣ ମିଳିବା ପରେ ହସ୍ପିଟାଲକୁ ସିଲ କରାଯିବ ଏବଂ ମାଲିକଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ RDC ଅନିଲ କୁମାର ସାମଲ । ଗତକାଲି ଜଣେ ମୃତ ରୋଗୀଙ୍କୁ ଚିକିତ୍ସା କରି ଗିରଫ ହୋଇଥିଲେ ଦୁଇ ଜଣ ଅଭିଯୁକ୍ତ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ