କଟକ: ଆସନ୍ତା ୬ ତାରିଖରେ କଟକରେ ବିଶାଳ ଶୋଭାଯାତ୍ରା କରିବ ଭାରତୀୟ ଜନତା ପାର୍ଟି। ନାଗରିକ ସଂଶୋଧନ ଆଇନର ସଚେତନ କରିବା ପାଇଁ ଏହି ଶୋଭାଯାତ୍ରାର ଲକ୍ଷ୍ୟ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।
CAA: ସଚେତନ ପାଇଁ 6ରେ ବିଜେପିର ବିଶାଳ ଶୋଭାଯାତ୍ରା - ବିଜେପିର ରାଲି
ଆସନ୍ତା ୬ ତାରିଖରେ କଟକରେ ବିଶାଳ ଶୋଭାଯାତ୍ରା କରିବ ଭାରତୀୟ ଜନତା ପାର୍ଟି। ନାଗରିକ ସଂଶୋଧନ ଆଇନର ସଚେତନ କରିବା ପାଇଁ ଏହି ଶୋଭାଯାତ୍ରାର ଲକ୍ଷ୍ୟ ରଖାଯାଇଛି । ଅଧିକ ଖବର ପଢନ୍ତୁ...
CAA: ସଚେତନ ପାଇଁ ଆସନ୍ତା 6ରେ ବିଜେପିର ବିଶାଳ ଶୋଭାଯାତ୍ରା
୬ ତାରିଖ ସକାଳ ୧୦ଟାରୁ ଏହି ଶୋଭାଯାତ୍ରା ଆରମ୍ଭ ହେବ। କଟକ କଲେଜ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ବାରବାଟୀ ଷ୍ଟାଡିୟମ ନିକଟରେ ପହଞ୍ଚିବ। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ୨୦ ହଜାର ରୁ ଅଧିକ ଲୋକ ଏହି ଶୋଭାଯାତ୍ରାରେ ସାମିଲ ହେବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ