ଓଡିଶା

odisha

ETV Bharat / city

ପରିଶ୍ରମର ଫଳ ବୃଥାରେ ଗଲା, ମାଟ୍ରିକ ପରୀକ୍ଷା ବାତିଲ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ

କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାକୁ ବାତିଲ କରିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ....

ପରିଶ୍ରମର ଫଳ ବୃଥାରେ ଗଲା, ମାଟ୍ରିକ ପରୀକ୍ଷା ବାତିଲ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ
ପରିଶ୍ରମର ଫଳ ବୃଥାରେ ଗଲା, ମାଟ୍ରିକ ପରୀକ୍ଷା ବାତିଲ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ

By

Published : Apr 21, 2021, 5:22 PM IST

କଟକ: କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାଟ୍ରିକ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । ତେବେ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ ।

ପରିଶ୍ରମର ଫଳ ବୃଥାରେ ଗଲା, ମାଟ୍ରିକ ପରୀକ୍ଷା ବାତିଲ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ

କ୍ୟାରିୟରର ପ୍ରଥମ ସୋପାନରେ ପରୀକ୍ଷା ବାତିଲ ହେବାରୁ ଭବିଷ୍ୟତ ଉପରେ ଏହା ପ୍ରଭାବ ପକାଇବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିଲା । ଭଲ ରେଜଲ୍ଟ ବି ହୋଇଥାଆନ୍ତା । ପ୍ରିଟେଷ୍ଟ ଅପେକ୍ଷା ବୋର୍ଡରେ ଭଲ ରେଜଲ୍ଟ ହୋଇଥାଆନ୍ତା । ମାତ୍ର ସବୁ ପରିଶ୍ରମ ବୃଥାରେ ଗଲାବୋଲି କହିଛନ୍ତି ଛାତ୍ରଛାତ୍ରୀ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details