ଓଡିଶା

odisha

ETV Bharat / city

‘ଯିଏ ଭୁଲ କରିବ, ସେ ଦଣ୍ଡ ପାଇବା ଉଚିତ’

କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଫୋନ କଲ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଯିଏ ଭୁଲ କରିଛି, ସେ ଦଣ୍ଡ ପାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଭର୍ତ୍ତୃହରି ।

bjd mp
‘ଯିଏ ଭୁଲ କରିବ, ସେ ଦଣ୍ଡ ପାଇବା ଉଚିତ’

By

Published : Dec 26, 2019, 11:21 PM IST

କଟକ: କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଫୋନ କଲ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଯିଏ ଭୁଲ କରିଛି, ସେ ଦଣ୍ଡ ପାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଭର୍ତ୍ତୃହରି ।

‘ଯିଏ ଭୁଲ କରିବ, ସେ ଦଣ୍ଡ ପାଇବା ଉଚିତ’

ଏହାସହ ରାଜ୍ୟର ଜନସାଧାରଣ ବେଶ ସଜାଗ ରହିଛନ୍ତି । ହିଂସାକୁ ପ୍ରସୟ ଦେବା ପ୍ରଶ୍ନ ବି ଉଠୁନି । ଯଦି ବି କୌଣସି ମତେ ଏହି ହିଂସା ହୋଇଛି ତାହା ନିନ୍ଦନୀୟ । ଆଉ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ; ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ

ପ୍ରଦୀପ ମାଝୀ, କର୍ମୀଙ୍କୁ 'ପେଟ୍ରୋଲ, ଡିଜେଲ ରେଡି ରଖିଥାଅ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇବ ’ ବୋଲି କହିଥିବା ଅଡିଓ ଭାଇରାଲ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details