କଟକ: ଗଞ୍ଜାମ ବସ୍ ଦୁର୍ଘଟଣା ମାମଲାରେ ନିଜଆଡୁ ମାମଲା ରୁଜୁ କଲେ ହାଇକୋର୍ଟ । ଏନେଇ 6 ଜଣଙ୍କୁ ନୋଟିସ୍ ଦିଆଯାଇଛି ।
ଗଞ୍ଜାମ ବସ୍ ଟ୍ରାଜେଡି: ନିଜ ଆଡୁ ମାମଲା ରୁଜୁ କଲେ ହାଇକୋର୍ଟ - ganjam bus tragedy update
ଗଞ୍ଜାମ ବସ୍ ଟ୍ରାଜେଡି
21:21 February 17
ଗଞ୍ଜାମ ବସ୍ ଟ୍ରାଜେଡି: ନିଜ ଆଡୁ ମାମଲା ରୁଜୁ କଲେ ହାଇକୋର୍ଟ
ଶକ୍ତି ବିଭାଗର ପ୍ରମୁଖ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ, ଗୃହ ବିଭାଗ ସଚିବ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସ୍ପି, ସାଉଥ କୋ ଏମଡିଙ୍କୁ ହୋଇକୋର୍ଟ ନୋଟିସ୍ ଜାରି କରିଛନ୍ତି ।
ତେବେ ମାର୍ଚ୍ଚ 2 ସୁଦ୍ଧା ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲାବେଳେ ଆସନ୍ତା ମାର୍ଚ୍ଚ 2ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 18, 2020, 2:56 AM IST