ଓଡିଶା

odisha

ETV Bharat / city

ବର୍ଷା-ଅନୁଭବ ବିବାଦ, ଅକ୍ଟୋବର 12କୁ ଘୁଞ୍ଚିଲା ଶୁଣାଣି - ଘରୋଇ ହିଂସା ମାମଲା

ବର୍ଷା-ଅନୁଭବ ବିବାଦ, ଅକ୍ଟୋବର 12 ତାରିଖରେ ପରବର୍ତ୍ତୀ ଶୁଣାଣି
ବର୍ଷା-ଅନୁଭବ ବିବାଦ, ଅକ୍ଟୋବର 12 ତାରିଖରେ ପରବର୍ତ୍ତୀ ଶୁଣାଣି

By

Published : Sep 7, 2020, 11:28 AM IST

Updated : Sep 7, 2020, 1:06 PM IST

11:24 September 07

ବର୍ଷା-ଅନୁଭବ ବିବାଦ, ଅକ୍ଟୋବର 12 ତାରିଖରେ ପରବର୍ତ୍ତୀ ଶୁଣାଣି

ବର୍ଷା-ଅନୁଭବ ବିବାଦ, ଅକ୍ଟୋବର 12 ତାରିଖରେ ପରବର୍ତ୍ତୀ ଶୁଣାଣି

କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା । ଅକ୍ଟୋବର 12 ତାରିଖକୁ ଘୁଞ୍ଚିଲା ଶୁଣାଣି ।  

ଆଜି ଶୁଣାଣି ହେବାକୁ ଥିବାବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ବୟାନ ରେକର୍ଡ କରାଯାଇଥିଲା । ଜିଲ୍ଲା ପ୍ରୋଟେକ୍ସନ ଅଫିସରଙ୍କ ନିକଟରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ତେବେ ଶୁଣାଣିକୁ ଅକ୍ଟୋବର 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।  

ସେପଟେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଛାଡପତ୍ର ମାମଲାକୁ ନେଇ ବର୍ଷାଙ୍କ ପାଖକୁ କୌଣସି ନୋଟିସ ଆସିନାହିଁ । ଯଦି ଆସେ ତେବେ ମାମଲାକୁ କଟକକୁ ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 7, 2020, 1:06 PM IST

ABOUT THE AUTHOR

...view details