ଓଡିଶା

odisha

ETV Bharat / city

ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଜନନୀ

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ। ପ୍ରଥମ ଭାଷା ଓଡ଼ିଆରେ ଉଭୟ ନବମ ଓ ଦଶମ ଶ୍ରେଣୀରେ ପଢ଼ାଯିବ। ଅଧିକ ପଢନ୍ତୁ...

By

Published : Jun 23, 2021, 8:21 PM IST

ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଜନନୀ
ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଜନନୀ

କଟକ: ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ। ପ୍ରଥମ ଭାଷା ଓଡ଼ିଆରେ ଉଭୟ ନବମ ଓ ଦଶମ ଶ୍ରେଣୀରେ ପଢ଼ାଯିବ।

ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଜନନୀ

ସେହିପରି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ ହ୍ରାସ କରାଯିବ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details