କଟକ:ଆଉ ଜଣେ ଫୁଟବଲ ତାରକାଙ୍କୁ ହରାଇଲା ଓଡିଶା କ୍ରୀଡା ଜଗତ । ଆର ପାରିରେ ଓଡିଶା ଟିମର ପୂର୍ବତନ ତାରକା ଗୋଲ କିପର ଡି .ବି ରାଣା। ଆଜି 72 ବର୍ଷ ରେ ତାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ହେବ ଅସୁସ୍ଥ ରହିବା ଫଳରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ବର୍ଷ ହେବ ସେ ନେପାଳ ରେ ରହୁଥିଲେ ।
ଚାଲିଗଲେ ଆଉ ଜଣେ ଫୁଟବଲ ତାରକା - 72 ବର୍ଷରେ ଦେହାଲ୍ତ
ପୁଣି ଜଣେ ତାରକାଙ୍କୁ ହରାଇଲା ଓଡିଶା କ୍ରୀଡା ଜଗତ । କ୍ରୀଡା ଜଗତକୁ ଲାଗିଲା ଶକ୍ତ ଝଟକା । ଅଧିକ ପଢନ୍ତୁ...

ଚାଲିଗଲେ ଆଉ ଜଣେ ଫୁଟବଲ ତାରକା
କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ